Question 1.
ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
ବିକଳ୍ପଗୁଡ଼ିକ: (4, 5), (5, 5), (-4, 4), (-4, 5)
ବିକଳ୍ପଗୁଡ଼ିକ: (4, 2), (-4, 2), (4, -2), (-4, -2)
ବିକଳ୍ପଗୁଡ଼ିକ: (0, 2), (2, 0), (-2, 0), (0, -2)
ବିକଳ୍ପଗୁଡ଼ିକ: 4y - 1, 4y + 1, -4y + 1, -4y - 1
ବିକଳ୍ପଗୁଡ଼ିକ: 2x - 2, 2x + 2, -2x + 2, -2x - 2
ବିକଳ୍ପଗୁଡ଼ିକ: 12(x + 3), -12(x - 3), -12(-x + 3), -12(x + 3)
ଉତ୍ତର: (i) (-4, 4), (ii) (4, 2), (iii) (0, -2), (iv) 4y - 1, (v) 2x + 2, (vi) 12(x + 3) ।
(i) x + y = 0 ⇒ y = -x । ତେଣୁ x = -4 ହେଲେ y = 4; ସମାଧାନ (-4, 4) ।
(ii) x - 2y = 0 ⇒ x = 2y । y = 2 ହେଲେ x = 4 (ଏବଂ y = -2 ହେଲେ x = -4); ସମାଧାନ (4, 2) ଓ (-4, -2) ।
(iii) 2x + y + 2 = 0 ⇒ y = -(2x + 2) । x = 0 ହେଲେ y = -2; ସମାଧାନ (0, -2) ।
(iv) x - 4y + 1 = 0 ⇒ x = 4y - 1 ।
(v) 2x - y + 2 = 0 ⇒ y = 2x + 2 ।
(vi) x - 2y + 3 = 0 ⇒ 2y = x + 3 ⇒ y = 12(x + 3) ।
Question 2.
ନିମ୍ନରେ ଦତ୍ତ ସହସମୀକରଣ ଯୋଡ଼ିରୁ କେଉଁ ସମୀକରଣ ଯୋଡ଼ି କ୍ଷେତ୍ରରେ
(i) ଅନନ୍ୟ ସମାଧାନ ସମ୍ଭବ,
(ii) ଅସଂଖ୍ୟ ସମାଧାନ ସମ୍ଭବ ଏବଂ
(iii) ସମାଧାନ ସମ୍ଭବ ନୁହେଁ ?
• ଅନନ୍ୟ ସମାଧାନ ସମ୍ଭବ, ଯଦି a1a2 ≠ b1b2
• ଅସଂଖ୍ୟ ସମାଧାନ ସମ୍ଭବ, ଯଦି a1a2 = b1b2 = c1c2
• ସମାଧାନ ଅସମ୍ଭବ, ଯଦି a1a2 = b1b2 ≠ c1c2
(i) x + y + 1 = 0 ଓ x - y + 1 = 0
ଏଠାରେ a1 = 1, b1 = 1, c1 = 1 ଏବଂ a2 = 1, b2 = -1, c2 = 1 ।
a1a2 = 11 = 1, b1b2 = 1-1 = -1 ।
ଯେହେତୁ a1a2 ≠ b1b2, ସମୀକରଣ ଦ୍ୱୟର ଅନନ୍ୟ ସମାଧାନ ସମ୍ଭବ ।
(ii) x + y + 1 = 0 ଓ 2x + 2y + 2 = 0
ଏଠାରେ a1 = 1, b1 = 1, c1 = 1 ଏବଂ a2 = 2, b2 = 2, c2 = 2 ।
a1a2 = 12, b1b2 = 12, c1c2 = 12 ।
ଯେହେତୁ a1a2 = b1b2 = c1c2, ସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ସମ୍ଭବ ।
(iii) x + y + 1 = 0 ଓ x + y + 3 = 0
ଏଠାରେ a1 = 1, b1 = 1, c1 = 1 ଏବଂ a2 = 1, b2 = 1, c2 = 3 ।
a1a2 = 1, b1b2 = 1, c1c2 = 13 ।
ଯେହେତୁ a1a2 = b1b2 ≠ c1c2, ସମାଧାନ ସମ୍ଭବ ନୁହେଁ ।
(iv) 2x - y + 3 = 0 ଓ -4x + 2y - 6 = 0
ଏଠାରେ a1 = 2, b1 = -1, c1 = 3 ଏବଂ a2 = -4, b2 = 2, c2 = -6 ।
a1a2 = 2-4 = -12, b1b2 = -12 = -12, c1c2 = 3-6 = -12 ।
ଯେହେତୁ a1a2 = b1b2 = c1c2, ସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ସମ୍ଭବ ।
(v) 2x - y + 3 = 0 ଓ 2x + y - 3 = 0
ଏଠାରେ a1 = 2, b1 = -1, c1 = 3 ଏବଂ a2 = 2, b2 = 1, c2 = -3 ।
a1a2 = 22 = 1, b1b2 = -11 = -1 ।
ଯେହେତୁ a1a2 ≠ b1b2, ସମୀକରଣ ଦ୍ୱୟର ଅନନ୍ୟ ସମାଧାନ ସମ୍ଭବ ।
(vi) 2x - y + 3 = 0 ଓ -6x + 3y + 5 = 0
ଏଠାରେ a1 = 2, b1 = -1, c1 = 3 ଏବଂ a2 = -6, b2 = 3, c2 = 5 ।
a1a2 = 2-6 = -13, b1b2 = -13 = -13, c1c2 = 35 ।
ଯେହେତୁ a1a2 = b1b2 ≠ c1c2, ସମାଧାନ ସମ୍ଭବ ନୁହେଁ ।
Question 3.
ନିମ୍ନଲିଖିତ ସମୀକରଣଗୁଡ଼ିକର ଲେଖଚିତ୍ର ଅଙ୍କନ ପାଇଁ ଯେକୌଣସି ତିନିଗୋଟି ବିନ୍ଦୁର ସ୍ଥାନାଙ୍କ ନିରୂପଣ କର ।
(i) x - y = 0 |
(ii) x + y = 0 |
(iii) x - 2y = 0 |
(iv) x + 2y - 4 = 0 |
(v) x - 2y - 4 = 0 |
(vi) 2x - y + 4 = 0
| x | 1 | -2 | 3 |
|---|---|---|---|
| y | 1 | -2 | 3 |
| x | -1 | 2 | -3 |
|---|---|---|---|
| y | 1 | -2 | 3 |
| x | 2 | -2 | 4 |
|---|---|---|---|
| y | 1 | -1 | 2 |
| x | 0 | 4 | 2 |
|---|---|---|---|
| y | 2 | 0 | 1 |
| x | 0 | 4 | 2 |
|---|---|---|---|
| y | -2 | 0 | -1 |
| x | -2 | 0 | 1 |
|---|---|---|---|
| y | 0 | 4 | 6 |
Question 4.
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଆବଶ୍ୟକ ।
(i) kx + my + 4 = 0 ଏବଂ 2x + y + 1 = 0
ଏଠାରେ a1 = k, b1 = m, c1 = 4 ଏବଂ a2 = 2, b2 = 1, c2 = 1 ।
ସମୀକରଣଦ୍ୱୟ ଅସଙ୍ଗତ ହେବାର ସର୍ତ୍ତ: a1a2 = b1b2 ≠ c1c2
⇒ k2 = m1 ⇒ km = 21
∴ ନିର୍ଣ୍ଣେୟ ଅନୁପାତ k : m = 2 : 1 ।
(ii) 2x + 3y - 5 = 0 ଓ 7x - 6y - 1 = 0 ସମୀକରଣଦ୍ୱୟର ସମାଧାନ (1, β) ।
ଏଠାରେ x = 1 ଓ y = β ପାଇଁ ସମୀକରଣଦ୍ୱୟ ସିଦ୍ଧ ହେବ ।
∴ 2(1) + 3(β) - 5 = 0 ⇒ 2 + 3β - 5 = 0
⇒ 3β - 3 = 0 ⇒ β = 33 = 1 ⇒ β = 1
∴ β = 1 ପାଇଁ ସହସମୀକରଣର ସମାଧାନ (1, β) ହେବ ।
(iii) ଦତ୍ତ ସମୀକରଣ 3x + ty - 6 = 0 ର ଏକ ସମାଧାନ (1, 1) ହେଲେ, x = 1 ଓ y = 1 ପାଇଁ ସମୀକରଣ ସିଦ୍ଧ ହେବ ।
∴ 3(1) + t(1) - 6 = 0 ⇒ 3 + t - 6 = 0 ⇒ t - 3 = 0 ⇒ t = 3
∴ t = 3 ପାଇଁ (1, 1) ଦତ୍ତ ସମୀକରଣର ଏକ ସମାଧାନ ହେବ ।
(iv) ଦତ୍ତ ସମୀକରଣ tx - 2y - 10 = 0 ର ସମାଧାନ (1, 1) ହେଲେ, x = 1 ଓ y = 1 ପାଇଁ ସମୀକରଣ ସିଦ୍ଧ ହେବ ।
∴ t(1) - 2(1) - 10 = 0 ⇒ t - 2 - 10 = 0 ⇒ t - 12 = 0 ⇒ t = 12
∴ t = 12 ପାଇଁ (1, 1) ଦତ୍ତ ସମୀକରଣର ଏକ ସମାଧାନ ହେବ ।
(v) tx + 2y = 0 ଓ 3x + ty = 0
ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ସମ୍ଭବ ହେବାର ସର୍ତ୍ତ: a1a2 = b1b2 (ଯେହେତୁ c1 = c2 = 0)
⇒ t3 = 2t ⇒ t2 = 6 ⇒ t = ±√6
∴ t = ±√6 ପାଇଁ ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ସମ୍ଭବ ।
(vi) 6x - 3y + 10 = 0 ଓ 2x - y + 9 = 0 ସମୀକରଣଦ୍ୱୟରେ
a1 = 6, b1 = -3, c1 = 10 ଏବଂ a2 = 2, b2 = -1, c2 = 9
a1a2 = 62 = 3, b1b2 = -3-1 = 3, c1c2 = 109
ଏଠାରେ a1a2 = b1b2 ≠ c1c2 । ∴ ସହସମୀକରଣଦ୍ୱୟର ସମାଧାନ ଅସମ୍ଭବ ।
(vii) 2x + 5y = 17 ⇒ 2x + 5y - 17 = 0 ......(1)
5x + 3y = 14 ⇒ 5x + 3y - 14 = 0 ......(2)
ସମୀକରଣ (1) ଓ (2) ରୁ a1 = 2, b1 = 5, c1 = -17 ଓ a2 = 5, b2 = 3, c2 = -14
a1a2 = 25, b1b2 = 53, c1c2 = -17-14 = 1714
ଏଠାରେ a1a2 ≠ b1b2 । ∴ ସହସମୀକରଣଦ୍ୱୟ ସଙ୍ଗତ ଓ ସ୍ୱତନ୍ତ୍ର ।
(viii) 3x - 5y - 10 = 0 ......(1)
6x - 10y = 20 ⇒ 6x - 10y - 20 = 0 ......(2)
ସମୀକରଣ (1) ଓ (2) ରୁ a1 = 3, b1 = -5, c1 = -10 ଓ a2 = 6, b2 = -10, c2 = -20
a1a2 = 36 = 12, b1b2 = -5-10 = 12, c1c2 = -10-20 = 12
ଏଠାରେ a1a2 = b1b2 = c1c2 । ∴ ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ରହିଛି ।
Question 5.
ଲେଖଚିତ୍ର ଅଙ୍କନ କରି ନିମ୍ନଲିଖିତ ସହସମୀକରଣଦ୍ୱୟର ସମାଧାନ କର ।
(i) x + y - 4 = 0, x - y = 0 |
(ii) x - y = 0, x + y - 2 = 0 |
(iii) x + y = 0, -x + y - 2 = 0 |
(iv) 2x + y - 3 = 0, x + y - 2 = 0 |
(v) 3x + y + 2 = 0, 2x + y + 1 = 0 |
(vi) x + 2y + 3 = 0, 2x + y + 3 = 0 |
(vii) 2x + y - 6 = 0, 2x - y + 2 = 0 |
(viii) x + y - 1 = 0, 2x + y - 8 = 0 |
(ix) 3x + y - 11 = 0, x - y - 1 = 0 |
(x) 2x - 3y - 5 = 0, -4x + 6y - 3 = 0 |
(xi) 2x + y + 2 = 0, 4x - y - 8 = 0 |
(xii) 3x + 4y - 7 = 0, 5x + 2y - 7 = 0
| x | 0 | 1 | 2 |
|---|---|---|---|
| y | 4 | 3 | 2 |
| x | 0 | 1 | 2 |
|---|---|---|---|
| y | 0 | 1 | 2 |
| x | 0 | 1 | 2 |
|---|---|---|---|
| y | 0 | 1 | 2 |
| x | 0 | 1 | 2 |
|---|---|---|---|
| y | 2 | 1 | 0 |
| x | 1 | -2 | 2 |
|---|---|---|---|
| y | -1 | 2 | -2 |
| x | 0 | -2 | 1 |
|---|---|---|---|
| y | 2 | 0 | 3 |
| x | 0 | 1 | 3 |
|---|---|---|---|
| y | 3 | 1 | -3 |
| x | 0 | 1 | 2 |
|---|---|---|---|
| y | 2 | 1 | 0 |
| x | 0 | -1 | -2 |
|---|---|---|---|
| y | -2 | 1 | 4 |
| x | 0 | -1 | 1 |
|---|---|---|---|
| y | -1 | 1 | -3 |
| x | 1 | -1 | 3 |
|---|---|---|---|
| y | -2 | -1 | -3 |
| x | -1 | 0 | -2 |
|---|---|---|---|
| y | -1 | -3 | 1 |
| x | 1 | 2 | 3 |
|---|---|---|---|
| y | 4 | 2 | 0 |
| x | 0 | 1 | -1 |
|---|---|---|---|
| y | 2 | 4 | 0 |
| x | 0 | 7 | -2 |
|---|---|---|---|
| y | 1 | -6 | 3 |
| x | 7 | 1 | 2 |
|---|---|---|---|
| y | -6 | 6 | 4 |
| x | 3 | 2 | 4 |
|---|---|---|---|
| y | 2 | 5 | -1 |
| x | 3 | 2 | 0 |
|---|---|---|---|
| y | 2 | 1 | -1 |
ଏଠାରେ a1 = 2, b1 = -3, c1 = -5 ଏବଂ a2 = -4, b2 = 6, c2 = -3 ।
a1a2 = 2-4 = -12, b1b2 = -36 = -12, c1c2 = -5-3 = 53
ଯେହେତୁ a1a2 = b1b2 ≠ c1c2, ସମୀକରଣଦ୍ୱୟ ଅସଙ୍ଗତ (ସରଳରେଖାଦ୍ୱୟ ସମାନ୍ତର) । ∴ ସମାଧାନ ଅସମ୍ଭବ ।
| x | 0 | 1 | -2 |
|---|---|---|---|
| y | -2 | -4 | 2 |
| x | 1 | 2 | 3 |
|---|---|---|---|
| y | -4 | 0 | 4 |
| x | 1 | 5 | -3 |
|---|---|---|---|
| y | 1 | -2 | 4 |
| x | 1 | 3 | -1 |
|---|---|---|---|
| y | 1 | -4 | 6 |
Question 6.
(i) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ, 2x - 2y = 2 ଏବଂ 4x - 4y - 8 = 0 ସହସମୀକରଣଦ୍ୱୟର ସମାଧାନ ଅସମ୍ଭବ ।
(ii) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ, 2x - 3y = 1 ଏବଂ 3x - 4y = 1 ସହସମୀକରଣଦ୍ୱୟର ଏକ ଅନନ୍ୟ ସମାଧାନ ଅଛି ।
(iii) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ, 9x + 3y + 12 = 0 ଏବଂ 18x + 6y + 24 = 0 ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ଅଛି ।
(iv) ଲେଖଚିତ୍ର ସାହାଯ୍ୟରେ 2x - y = 1 ଏବଂ x + 2y = 8 ସହସମୀକରଣଦ୍ୱୟର ପ୍ରତ୍ୟେକର y-ଛେଦାଂଶ ନିରୂପଣ କର ।
| x | 0 | 1 | 2 |
|---|---|---|---|
| y | -1 | 0 | 1 |
| x | 0 | 2 | 1 |
|---|---|---|---|
| y | -2 | 0 | -1 |
∴ ସହସମୀକରଣଦ୍ୱୟର ସମାଧାନ ଅସମ୍ଭବ ।
| x | -1 | 5 | -4 |
|---|---|---|---|
| y | -1 | 3 | -3 |
| x | -1 | 3 | -5 |
|---|---|---|---|
| y | -1 | 2 | -4 |
∴ ସହସମୀକରଣଦ୍ୱୟର ଏକ ଅନନ୍ୟ ସମାଧାନ (x, y) = (-1, -1) ଅଛି ।
| x | 0 | -2 | -3 |
|---|---|---|---|
| y | -4 | 2 | 5 |
| x | 0 | -2 | -3 |
|---|---|---|---|
| y | -4 | 2 | 5 |
∴ ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ରହିଛି ।
| x | 2 | 0 | 1 |
|---|---|---|---|
| y | 3 | -1 | 1 |
| x | 0 | 2 | 4 |
|---|---|---|---|
| y | 4 | 3 | 2 |
• L1 ସରଳରେଖା y-ଅକ୍ଷକୁ (0, -1) ବିନ୍ଦୁରେ ଛେଦ କରୁଥିବାରୁ ଏହାର y-ଛେଦାଂଶ c = -1 ।
• L2 ସରଳରେଖା y-ଅକ୍ଷକୁ (0, 4) ବିନ୍ଦୁରେ ଛେଦ କରୁଥିବାରୁ ଏହାର y-ଛେଦାଂଶ c = 4 ।
Question 7.
ନିମ୍ନରେ ପ୍ରଦତ୍ତ ସହ-ସମୀକରଣ ଦ୍ୱୟର ଅନନ୍ୟ ସମାଧାନ ସମ୍ଭବ ହେଲେ ପ୍ରତ୍ୟେକ କ୍ଷେତ୍ରରେ k ର ମାନ ସ୍ଥିର କର ।
(i) x - 2y - 3 = 0, 3x + ky - 1 = 0 |
(ii) kx - y - 2 = 0, 6x + 2y - 3 = 0 |
(iii) kx + 3y + 8 = 0, 12x + 5y - 2 = 0 |
(iv) kx + 2y = 5, 3x + y = 1 |
(v) x - ky = 2, 3x + 2y + 5 = 0 |
(vi) 4x - ky = 5, 2x - 3y = 12
(i) x - 2y - 3 = 0 ଓ 3x + ky - 1 = 0
ଏଠାରେ a1 = 1, b1 = -2, c1 = -3 ଏବଂ a2 = 3, b2 = k, c2 = -1 ।
ଦତ୍ତ ସହ-ସମୀକରଣ ଦ୍ୱୟର ଅନନ୍ୟ ସମାଧାନ ସର୍ତ୍ତ ଅନୁଯାୟୀ a1a2 ≠ b1b2
⇒ 13 ≠ -2k ⇒ k ≠ -6
∴ k ≠ -6 ହେଲେ ସହ-ସମୀକରଣ ଦ୍ୱୟର ସମାଧାନ ଅନନ୍ୟ ହେବ ।
(ii) kx - y - 2 = 0 ଓ 6x + 2y - 3 = 0
ଏଠାରେ a1 = k, b1 = -1, c1 = -2 ଏବଂ a2 = 6, b2 = 2, c2 = -3 ।
ଅନନ୍ୟ ସମାଧାନ ସର୍ତ୍ତ ଅନୁଯାୟୀ a1a2 ≠ b1b2
⇒ k6 ≠ -12 ⇒ k ≠ -62 ⇒ k ≠ -3
∴ k ≠ -3 ହେଲେ ସହ-ସମୀକରଣ ଦ୍ୱୟର ସମାଧାନ ଅନନ୍ୟ ହେବ ।
(iii) kx + 3y + 8 = 0 ଓ 12x + 5y - 2 = 0
ଏଠାରେ a1 = k, b1 = 3, c1 = 8 ଏବଂ a2 = 12, b2 = 5, c2 = -2 ।
ସର୍ତ୍ତ ଅନୁଯାୟୀ a1a2 ≠ b1b2
⇒ k12 ≠ 35 ⇒ k ≠ 365
∴ k ≠ 365 ହେଲେ ସହ-ସମୀକରଣ ଦ୍ୱୟର ସମାଧାନ ଅନନ୍ୟ ହେବ ।
(iv) kx + 2y = 5 ⇒ kx + 2y - 5 = 0 ଏବଂ 3x + y = 1 ⇒ 3x + y - 1 = 0
ଏଠାରେ a1 = k, b1 = 2, c1 = -5 ଏବଂ a2 = 3, b2 = 1, c2 = -1 ।
ସର୍ତ୍ତ ଅନୁଯାୟୀ a1a2 ≠ b1b2
⇒ k3 ≠ 21 ⇒ k ≠ 6
∴ k ≠ 6 ହେଲେ ସହ-ସମୀକରଣ ଦ୍ୱୟର ସମାଧାନ ଅନନ୍ୟ ହେବ ।
(v) x - ky = 2 ⇒ x - ky - 2 = 0 ଏବଂ 3x + 2y + 5 = 0
ଏଠାରେ a1 = 1, b1 = -k, c1 = -2 ଏବଂ a2 = 3, b2 = 2, c2 = 5 ।
ସର୍ତ୍ତ ଅନୁଯାୟୀ a1a2 ≠ b1b2
⇒ 13 ≠ -k2 ⇒ -k ≠ 23 ⇒ k ≠ -23
∴ k ≠ -23 ହେଲେ ସହ-ସମୀକରଣ ଦ୍ୱୟର ସମାଧାନ ଅନନ୍ୟ ହେବ ।
(vi) 4x - ky = 5 ⇒ 4x - ky - 5 = 0 ଏବଂ 2x - 3y = 12 ⇒ 2x - 3y - 12 = 0
ଏଠାରେ a1 = 4, b1 = -k, c1 = -5 ଏବଂ a2 = 2, b2 = -3, c2 = -12 ।
ସର୍ତ୍ତ ଅନୁଯାୟୀ a1a2 ≠ b1b2
⇒ 42 ≠ -k-3 ⇒ 2 ≠ k3 ⇒ k ≠ 6
∴ k ≠ 6 ହେଲେ ସହ-ସମୀକରଣ ଦ୍ୱୟର ସମାଧାନ ଅନନ୍ୟ ହେବ ।
Question 8.
ନିମ୍ନରେ ଦତ୍ତ ସହସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ରହିଲେ ପ୍ରତ୍ୟେକ କ୍ଷେତ୍ରରେ k ର ମାନ ସ୍ଥିର କର ।
(i) 7x - y - 5 = 0, 21x - 3y - k = 0 |
(ii) 8x + 5y - 9 = 0, kx + 10y - 18 = 0 |
(iii) kx - 2y + 6 = 0, 4x - 3y + 9 = 0 |
(iv) 2x + 3y = 5, 6x + ky = 15 |
(v) 5x + 2y = k, 10x + 4y = 3 |
(vi) kx - 2y - 6 = 0, 4x + 3y + 9 = 0
(i) 7x - y - 5 = 0 ଏବଂ 21x - 3y - k = 0
ଏଠାରେ a1 = 7, b1 = -1, c1 = -5 ଏବଂ a2 = 21, b2 = -3, c2 = -k ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 = c1c2
⇒ 721 = -1-3 = -5-k ⇒ 13 = 5k ⇒ k = 15
∴ k = 15 ହେଲେ ସହ-ସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ରହିବ ।
(ii) 8x + 5y - 9 = 0 ଏବଂ kx + 10y - 18 = 0
ଏଠାରେ a1 = 8, b1 = 5, c1 = -9 ଏବଂ a2 = k, b2 = 10, c2 = -18 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 = c1c2
⇒ 8k = 510 = -9-18 ⇒ 8k = 12 ⇒ k = 16
∴ k = 16 ହେଲେ ସହ-ସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ରହିବ ।
(iii) kx - 2y + 6 = 0 ଏବଂ 4x - 3y + 9 = 0
ଏଠାରେ a1 = k, b1 = -2, c1 = 6 ଏବଂ a2 = 4, b2 = -3, c2 = 9 ।
ସର୍ତ୍ତ ଅନୁଯାୟୀ a1a2 = b1b2 = c1c2
⇒ k4 = -2-3 = 69 ⇒ k4 = 23 ⇒ k = 83
∴ k = 83 ହେଲେ ସହସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ରହିବ ।
(iv) 2x + 3y = 5 ⇒ 2x + 3y - 5 = 0 ଏବଂ 6x + ky = 15 ⇒ 6x + ky - 15 = 0
ଏଠାରେ a1 = 2, b1 = 3, c1 = -5 ଏବଂ a2 = 6, b2 = k, c2 = -15 ।
ସର୍ତ୍ତ ଅନୁଯାୟୀ a1a2 = b1b2 = c1c2
⇒ 26 = 3k = -5-15 ⇒ 13 = 3k ⇒ k = 9
∴ k = 9 ହେଲେ ସହସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ରହିବ ।
(v) 5x + 2y = k ⇒ 5x + 2y - k = 0 ଏବଂ 10x + 4y = 3 ⇒ 10x + 4y - 3 = 0
ଏଠାରେ a1 = 5, b1 = 2, c1 = -k ଏବଂ a2 = 10, b2 = 4, c2 = -3 ।
ସର୍ତ୍ତ ଅନୁଯାୟୀ a1a2 = b1b2 = c1c2
⇒ 510 = 24 = -k-3 ⇒ 12 = k3 ⇒ k = 32
∴ k = 32 ହେଲେ ସହସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ରହିବ ।
(vi) kx - 2y - 6 = 0 ଏବଂ 4x + 3y + 9 = 0
ଏଠାରେ a1 = k, b1 = -2, c1 = -6 ଏବଂ a2 = 4, b2 = 3, c2 = 9 ।
ସର୍ତ୍ତ ଅନୁଯାୟୀ a1a2 = b1b2 = c1c2
⇒ k4 = -23 = -69 ⇒ k4 = -23 ⇒ k = -83
∴ k = -83 ହେଲେ ସହସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ରହିବ ।
Question 9.
k ର କେଉଁ ମୂଲ୍ୟ ପାଇଁ ନିମ୍ନରେ ଦତ୍ତ ସହସମୀକରଣଦ୍ୱୟ ଅସଙ୍ଗତ ହେବେ ?
(i) 8x + 5y - 9 = 0, kx + 10y - 15 = 0 |
(ii) kx - 5y - 2 = 0, 6x + 2y - 7 = 0 |
(iii) kx + 2y - 3 = 0, 5x + 5y - 7 = 0 |
(iv) kx - y - 2 = 0, 6x - 2y - 3 = 0 |
(v) x + 2y - 5 = 0, 8x + ky - 10 = 0 |
(vi) 3x - 4y + 7 = 0, kx + 3y - 5 = 0
(i) 8x + 5y - 9 = 0 ଓ kx + 10y - 15 = 0
ଏଠାରେ a1 = 8, b1 = 5, c1 = -9 ଓ a2 = k, b2 = 10, c2 = -15 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 ≠ c1c2
⇒ 8k = 510 ≠ -9-15 ⇒ 8k = 12 ⇒ k = 16
∴ k = 16 ହେଲେ ସହସମୀକରଣଦ୍ୱୟ ଅସଙ୍ଗତ ହେବେ ।
(ii) kx - 5y - 2 = 0 ଓ 6x + 2y - 7 = 0
ଏଠାରେ a1 = k, b1 = -5, c1 = -2 ଓ a2 = 6, b2 = 2, c2 = -7 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 ≠ c1c2
⇒ k6 = -52 ≠ -2-7 ⇒ k = -302 = -15
∴ k = -15 ହେଲେ ସହସମୀକରଣଦ୍ୱୟ ଅସଙ୍ଗତ ହେବେ ।
(iii) kx + 2y - 3 = 0 ଓ 5x + 5y - 7 = 0
ଏଠାରେ a1 = k, b1 = 2, c1 = -3 ଓ a2 = 5, b2 = 5, c2 = -7 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 ≠ c1c2
⇒ k5 = 25 ≠ -3-7 ⇒ k = 105 = 2
∴ k = 2 ହେଲେ ସହସମୀକରଣଦ୍ୱୟ ଅସଙ୍ଗତ ହେବେ ।
(iv) kx - y - 2 = 0 ଓ 6x - 2y - 3 = 0
ଏଠାରେ a1 = k, b1 = -1, c1 = -2 ଓ a2 = 6, b2 = -2, c2 = -3 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 ≠ c1c2
⇒ k6 = -1-2 ≠ -2-3 ⇒ k6 = 12 ⇒ k = 62 = 3
∴ k = 3 ହେଲେ ସହସମୀକରଣଦ୍ୱୟ ଅସଙ୍ଗତ ହେବେ ।
(v) x + 2y - 5 = 0 ଓ 8x + ky - 10 = 0
ଏଠାରେ a1 = 1, b1 = 2, c1 = -5 ଓ a2 = 8, b2 = k, c2 = -10 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 ≠ c1c2
⇒ 18 = 2k ≠ -5-10 ⇒ 18 = 2k ⇒ k = 16
∴ k = 16 ହେଲେ ସହ-ସମୀକରଣଦ୍ୱୟ ଅସଙ୍ଗତ ହେବେ ।
(vi) 3x - 4y + 7 = 0 ଓ kx + 3y - 5 = 0
ଏଠାରେ a1 = 3, b1 = -4, c1 = 7 ଓ a2 = k, b2 = 3, c2 = -5 ।
ଦତ୍ତ ସର୍ତ୍ତ ଅନୁଯାୟୀ a1a2 = b1b2 ≠ c1c2
⇒ 3k = -43 ≠ 7-5 ⇒ -4k = 9 ⇒ k = -94
∴ k = -94 ହେଲେ ସହସମୀକରଣଦ୍ୱୟ ଅସଙ୍ଗତ ହେବେ ।
🖨️ Save or Print as PDF
ଦଶମ ଶ୍ରେଣୀ ବୀଜଗଣିତ ଅଧ୍ୟାୟ-୧ (Ex 1(a)) ର ସମ୍ପୂର୍ଣ୍ଣ ସମାଧାନକୁ PDF ଆକାରରେ ସେଭ୍ କିମ୍ବା ପ୍ରିଣ୍ଟ୍ କରନ୍ତୁ।
📥 Save / Print PDF
Comments
Post a Comment